ମନ ଖୋଜୁଥିଲା ଗୋଟେ ପ୍ରେମିକା Mana Khojuthila Gote Premika Lyrics in Odia, the latest Odia song is sung by Human Sagar, Arpita Choudhury. The song lyrics are penned by Rakesh Dash. Music composed by Somesh Satpathy. Music Label Adarsh Entertainment. Starring Sailendra, Sanmanita & Shilpi.

Song: Mana Khojuthila Gote Premika
Singer: Human Sagar, Arpita Choudhury
Song Lyrics: Rakesh Dash
Music Director: Somesh Satpathy
Music Label: Adarsh Entertainment
Starring: Sailendra, Sanmanita & Shilpi

Mana Khojuthila Gote Premika Lyrics in Odia

ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓଃ….

ଫିକା ଫିକା ଥିଲା ଏଇ ଜୀବନ
ରଙ୍ଗ ଭରି ଆଣିଦେଲୁ ପବନ
ପ୍ରେମ ହେଲା କି ହାଏ ମୋତେ ରେ?
ଓଃ….

ଚାହିଁ ଦେଲୁ ମୋତେ ଯେବେ ତୁ ବୁଲି
ବିନା ଫଗୁଣରେ ଆସିଲା ହୋଲି
ପ୍ରେମ ତ ମାରିଦେଲା ରେ
ଓଃ…

ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓଃ….

ଲାଜ ମିଶା ତୋର କୁନି ଓଠରେ
କହିଗଲୁ କେତେ କଥା
ସବୁ ବୁଝିଗଲି ସବୁ ମାନିନେଲି
ପ୍ରେମର ଅକୁହା କଥା

ଲାଜ ମିଶା ତୋର କୁନି ଓଠରେ
କହିଗଲୁ କେତେ କଥା
ସବୁ ବୁଝିଗଲି ସବୁ ମାନିନେଲି
ପ୍ରେମର ଅକୁହା କଥା

ହାତକୁ ମୋ ଯେବେ ଦେଲୁ ତୁ ଧରି
ଲାଗୁଛି ସତେ କେ ଯିବି ମୁଁ ମରି
କି ଯାଦୁ କଲୁ କହ ରେ
ଓଃ….

ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓଃ….

ପାଦ ଝିପିଝିପି ଖାଲି ପାଖକୁ
ହେଲା ତୋ ସାଥିରେ ଦେଖା
ମୋ ହାତ ପାପୁଲି ଯେବେ ମୁଁ ଦେଖିଲି

ତୋ ନାଁ ହେଇଛି ଲେଖା
ପାଦ ଝିପିଝିପି ଖାଲି ପାଖକୁ
ହେଲା ତୋ ସାଥିରେ ଦେଖା
ମୋ ହାତ ପାପୁଲି ଯେବେ ମୁଁ ଦେଖିଲି

ତୋ ନାଁ ହେଇଛି ଲେଖା
ନଜରରେ ମୋତେ ଦେଲୁ ତୁ ଧରି
ପୃଥିବୀ ଏଇଠି ଗଲା କି ସରି
କି ରଙ୍ଗ ଲଗିଗଲା ରେ

ଓଃ….
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା

ପ୍ରେମ ହେଲା କି ହାଏ ମୋତେ ରେ?
ଓଃ….

ଫିକା ଫିକା ଥିଲା ଏଇ ଜୀବନ
ରଙ୍ଗ ଭରି ଆଣିଦେଲୁ ପବନ

ପ୍ରେମ ହେଲା କି ହାଏ ମୋତେ ରେ?
ଓଃ….

Music Video of Mana Khojuthila Gote Premika Song

MORE SONGS IN ODIA:

LEAVE A REPLY

Please enter your comment!
Please enter your name here