ରାଜି ଥରେ ହେଇଜା – Raji Thare Hei Ja Song Lyrics in Odia I MANTU CHURIA | ASIMA PANDA I ASAD NIZAM
Raji Thare Hei Ja Song Lyrics in Odia, The voice of Mantu Churia & Asima Panda. This song is written by Malaya Ranjan Sahoo and music composed by Asad Nizam. Music label V Tunes Pro.
Movie/Album: Raji Thare Hei Ja
Singers: Mantu Churia & Asima Panda
Song Lyricists: Malaya Ranjan Sahoo
Music Director: Asad Nizam
Music Label: V Tunes Pro
Raji Thare Hei Ja Song Lyrics in Odia
ଚିକିଣିଆ ଫେସ ତୋର
ଅଣ୍ଟା ହଲା ଚାଲି ରେ
ଟୋକା ମାନେ ତୋ ପଛରେ
କରୁଛନ୍ତି ରାଲି ରେ
ଚିକିଣିଆ ଫେସ ତୋର
ଅଣ୍ଟା ହଲା ଚାଲି ରେ
ଟୋକା ମାନେ ତୋ ପଛରେ
କରୁଛନ୍ତି ରାଲି ରେ
ରାଜି ଥରେ ହେଇଜା କରି ଦେବି ଘରବାଲୀ ରେ
ଚିହିଁଚି ଭଲ ସେ ମୁଁ ତତେ ତୁ ମହା ଜାଳିଆ
ଡାଇଲଗ ମାରି ମାରି ହେଇଯିବୁ ତୁ ହାଲିଆ
ଅଫିସ ବନ୍ଦ ଆଜି form ପକେଇବୁ କାଲି ଆ
ଘରୁ ପାଦ କାଢି ଦେରେ
family କୁ ଛାଡି ଦେ ରେ
ଘରୁ ପାଦ କାଢି ଦେରେ
family କୁ ଛାଡି ଦେ ରେ
ଉଠେଇ ନେବି କାଲି ରେ..
ରାଜି ଥରେ ହେଇଜା କରି ଦେବି ଘରବାଲୀ ରେ
ଅଫିସ ବନ୍ଦ ଆଜି form ପକେଇବୁ କାଲି ଆ
ଦିନ ଲାଗୁଛି ମୋତେ ରାତି
ବଢ଼ି ଯାଉଛି ମୋ ତାତି
ଦିନ ଲାଗୁଛି ମୋତେ ରାତି
ବଢ଼ି ଯାଉଛି ମୋ ତାତି
ହଉଛି ଖାଲି ମୁଁ ଛାଟି ପିଟି
ତତେ ହଉଛି ପ୍ରେମ ଜର
ବଢ଼ି ଯାଉଛି ଟେମପ୍ରେଚର
ତତେ ହଉଛି ପ୍ରେମ ଜର
ବଢ଼ି ଯାଉଛି ଟେମପ୍ରେଚର
ରିଜେକଟ ହେବୁ ତୁ କେତେ ଥର
ପାଇବୁନି ମୋ ଭଳିଆ
ଭାବୁ କାଇଁ ମୋତେ ଅଳିଆ
ପାଇବୁନି ମୋ ଭଳିଆ
ଭାବୁ କାଇଁ ମୋତେ ଅଳିଆ
ମୋ ଆଡ଼େ ଯା ତୁ ଢଳି ରେ..
ରାଜି ଥରେ ହେଇଜା କରି ଦେବି ଘରବାଲୀ ରେ
କାଇଁ ଲେଖୁଛୁ ମୋ ପାଇଁ ଗୀତ
ଦଉ ହାତ କୁ ଖାଲି କଷ୍ଟ
କାଇଁ ଲେଖୁଛୁ ମୋ ପାଇଁ ଗୀତ
ଦଉ ହାତ କୁ ଖାଲି କଷ୍ଟ
ଟୋକା ପୁରା ଷଷ୍ଟ ରୁ ନଷ୍ଟ
ହେ ଭୁଲି ଯାଇଛି ଭୋକ ଶୋଷ
ହେ ମୁଁ ଟୋକା ଟା ପୁରା କସ
ହେ ଭୁଲି ଯାଇଛି ଭୋକ ଶୋଷ
ହେ ମୁଁ ଟୋକା ଟା ପୁରା କସ
ତୋ ଆଖି ନିଶା ରେ ହେଲି ମୁଁ ବେହୋସ
କାଇଁ କରୁଛୁ ପାଲା
ମାରେନି ମୋତେ ତେଲ
କାଇଁ କରୁଛୁ ପାଲା
ମାରେନି ମୋତେ ତେଲ
ଚାରିଘେରା ତୁ ବୁଲି ଆ….
ଅଫିସ ବନ୍ଦ ଆଜି form ପକେଇବୁ କାଲି ଆ..
Music Video of Raji Thare Hei Ja