ASAD NIZAMASIMA PANDALyrics in OdiaMANTU CHURIAOdia Song LyricsOdia SongsRaji Thare Hei Ja Odia SongRaji Thare Hei Ja Song Lyrics in OdiaV tunes Pro

ରାଜି ଥରେ ହେଇଜା – Raji Thare Hei Ja Song Lyrics in Odia I MANTU CHURIA I GETTHELYRICS

ରାଜି ଥରେ ହେଇଜା – Raji Thare Hei Ja Song Lyrics in Odia I MANTU CHURIA | ASIMA PANDA I ASAD NIZAM

Raji Thare Hei Ja Song Lyrics in Odia, The voice of Mantu Churia & Asima Panda. This song is written by Malaya Ranjan Sahoo and music composed by Asad Nizam. Music label V Tunes Pro.

Raji Thare Hei Ja Song Lyrics in Odia I MANTU CHURIA | ASIMA PANDA I ASAD NIZAM


Movie/Album: Raji Thare Hei Ja

Singers: Mantu Churia & Asima Panda
Song Lyricists: Malaya Ranjan Sahoo
Music Director: Asad Nizam
Music Label: V Tunes Pro
Raji Thare Hei Ja Song Lyrics in Odia

ଚିକିଣିଆ ଫେସ ତୋର
ଅଣ୍ଟା ହଲା ଚାଲି ରେ
ଟୋକା ମାନେ ତୋ ପଛରେ
କରୁଛନ୍ତି ରାଲି ରେ
ଚିକିଣିଆ ଫେସ ତୋର
ଅଣ୍ଟା ହଲା ଚାଲି ରେ
ଟୋକା ମାନେ ତୋ ପଛରେ
କରୁଛନ୍ତି ରାଲି ରେ
ରାଜି ଥରେ ହେଇଜା କରି ଦେବି ଘରବାଲୀ ରେ
ଚିହିଁଚି ଭଲ ସେ ମୁଁ ତତେ ତୁ ମହା ଜାଳିଆ
ଡାଇଲଗ ମାରି ମାରି ହେଇଯିବୁ ତୁ ହାଲିଆ
ଅଫିସ ବନ୍ଦ ଆଜି form ପକେଇବୁ କାଲି
ଘରୁ ପାଦ କାଢି ଦେରେ
family କୁ ଛାଡି ଦେ ରେ
ଘରୁ ପାଦ କାଢି ଦେରେ
family କୁ ଛାଡି ଦେ ରେ
ଉଠେଇ ନେବି କାଲି ରେ..
ରାଜି ଥରେ ହେଇଜା କରି ଦେବି ଘରବାଲୀ ରେ
ଅଫିସ ବନ୍ଦ ଆଜି form ପକେଇବୁ କାଲି
ଦିନ ଲାଗୁଛି ମୋତେ ରାତି
ବଢ଼ି ଯାଉଛି ମୋ ତାତି
ଦିନ ଲାଗୁଛି ମୋତେ ରାତି
ବଢ଼ି ଯାଉଛି ମୋ ତାତି
ହଉଛି ଖାଲି ମୁଁ ଛାଟି ପିଟି
ତତେ ହଉଛି ପ୍ରେମ ଜର
ବଢ଼ି ଯାଉଛି ଟେମପ୍ରେଚର
ତତେ ହଉଛି ପ୍ରେମ ଜର
ବଢ଼ି ଯାଉଛି ଟେମପ୍ରେଚର
ରିଜେକଟ ହେବୁ ତୁ କେତେ ଥର
ପାଇବୁନି ମୋ ଭଳିଆ
ଭାବୁ କାଇଁ ମୋତେ ଅଳିଆ
ପାଇବୁନି ମୋ ଭଳିଆ
ଭାବୁ କାଇଁ ମୋତେ ଅଳିଆ
ମୋ ଆଡ଼େ ଯା ତୁ ଢଳି ରେ..
ରାଜି ଥରେ ହେଇଜା କରି ଦେବି ଘରବାଲୀ ରେ
କାଇଁ ଲେଖୁଛୁ ମୋ ପାଇଁ ଗୀତ
ଦଉ ହାତ କୁ ଖାଲି କଷ୍ଟ
କାଇଁ ଲେଖୁଛୁ ମୋ ପାଇଁ ଗୀତ
ଦଉ ହାତ କୁ ଖାଲି କଷ୍ଟ
ଟୋକା ପୁରା  ଷଷ୍ଟ ରୁ ନଷ୍ଟ
ହେ ଭୁଲି ଯାଇଛି ଭୋକ ଶୋଷ
ହେ ମୁଁ ଟୋକା ଟା ପୁରା କସ
ହେ ଭୁଲି ଯାଇଛି ଭୋକ ଶୋଷ
ହେ ମୁଁ ଟୋକା ଟା ପୁରା କସ
ତୋ ଆଖି ନିଶା ରେ ହେଲି ମୁଁ ବେହୋସ
କାଇଁ କରୁଛୁ ପାଲା
ମାରେନି ମୋତେ ତେଲ
କାଇଁ କରୁଛୁ ପାଲା
ମାରେନି ମୋତେ ତେଲ
ଚାରିଘେରା ତୁ ବୁଲି ….
ଅଫିସ ବନ୍ଦ ଆଜି form ପକେଇବୁ କାଲି ଆ..
Music Video of Raji Thare Hei Ja

Comment here