କିଉଟୁ ମୁଣ୍ଡା Cute Munda Lyrics in Odia | Human Sagar | Ira Mohanty | Malaya Mishra
କିଉଟୁ ମୁଣ୍ଡା Cute Munda Lyrics in Odia, The Song is sung by Human Sagar & Ira Mohanty. This song is written by Subas Mishra and music composed by Malaya Mishra. Music label EME Music.
Movie/Album: Cute Munda
Singers: Human Sagar, Ira Mohanty
Song Lyricists: Subas Mishra
Music Director: Malaya Mishra
Music Label: EME Music
Cute Munda Lyrics in Odia
କାଜୁ ଚିପ୍ସ ତୁ ମୋର ବଏଲେ ଅଣ୍ଡା
କୋକାକୋଲା ତୁ ମୋର ଫାଣ୍ଟା ମିରିଣ୍ଡା
କାଜୁ ଚିପ୍ସ ତୁ ମୋର ବଏଲେ ଅଣ୍ଡା
କୋକାକୋଲା ତୁ ମୋର ଫାଣ୍ଟା ମିରିଣ୍ଡା
ହେଲେ ହେଇ ଯାଉ ପ୍ରପାଗଣ୍ଡା
ତତେ ନେଇ ଯିବି ରଙ୍ଗେଈଲୁଣ୍ଡା ଲୋ
ମୁଁ ପରା ତୋର କିଉଟୁ ମୁଣ୍ଡା
ମତେ ନେଇ ଯା ତୁ ରଙ୍ଗେଈଲୁଣ୍ଡା ରେ
ତୁ ପରା ମୋର କିଉଟୁ ମୁଣ୍ଡା
ଲଙ୍ଗ ଡ୍ରାଇଭ ରେ ଯିବା ଲୋ ଆମେ
ବାଟ ସାରା କରି ଗପ
ଗପ ରେ ତୁ ହୀରୋ ମୁଁ ହୀରୋଇନ
କରିବା ସ୍ବୀଟି ପାପ
ଲଙ୍ଗ ଡ୍ରାଇଭ ରେ ଯିବା ଲୋ ଆମେ
ବାଟ ସାରା କରି ଗପ
ଗପ ରେ ତୁ ହୀରୋ ମୁଁ ହୀରୋଇନ
କରିବା ସ୍ବୀଟି ପାପ
ମୋ ପାଈଁ ତୁ ମୋର ପ୍ରେମ ର ଫଣ୍ଡା
ଦିନ ରାତି ତୁ ମୋ ପାଇଁ ଲଭ ଏଜେଣ୍ଡା
ହେଲେ ହେଇ ଯାଉ ପ୍ରପାଗଣ୍ଡା
ତତେ ନେଇ ଯିବି ରଙ୍ଗେଈଲୁଣ୍ଡା ଲୋ
ମୁଁ ପରା ତୋର କିଉଟୁ ମୁଣ୍ଡା
ମତେ ନେଇ ଯା ତୁ ରଙ୍ଗେଈଲୁଣ୍ଡା ରେ
ତୁ ପରା ମୋର କିଉଟୁ ମୁଣ୍ଡା
ହାଉଲ୍ଳେ ହାଉଲ୍ଲେ ନେଇକି ମତେ
ତୋ ଦିଲ କରିଦେ ସିଲ
ସିଲ କରିଛି ମୁଁ ଶହେ ଜନମ କୁ
ଅଭଙ୍ଗା ମୋ ଲଭ ଡିଲ
ହାଉଲ୍ଳେ ହାଉଲ୍ଲେ ନେଇକି ମତେ
ତୋ ଦିଲ କରିଦେ ସିଲ
ସିଲ କରିଛି ମୁଁ ଶହେ ଜନମ କୁ
ଅଭଙ୍ଗା ମୋ ଲଭ ଡିଲ
ହସ ଖୁସି ତୁ ମୋର ଘର ବାରଣ୍ଡା
ବାଟ ଘାଟ ତୁ ମୋର ପ୍ରେମ ର ଝଣ୍ଡା
ହେଲେ ହେଇ ଯାଉ ପ୍ରପାଗଣ୍ଡା
ମତେ ନେଇ ଯା ତୁ ରଙ୍ଗେଈଲୁଣ୍ଡା ରେ
ତୁ ପରା ମୋର କିଉଟୁ ମୁଣ୍ଡା
ତତେ ନେଇ ଯିବି ରଙ୍ଗେଈଲୁଣ୍ଡା ଲୋ
ମୁଁ ପରା ତୋର କିଉଟୁ ମୁଣ୍ଡା
ମତେ ନେଇ ଯା ତୁ ରଙ୍ଗେଈଲୁଣ୍ଡା ରେ
ତୁ ପରା ମୋର କିଉଟୁ ମୁଣ୍ଡା
ତତେ ନେଇ ଯିବି ରଙ୍ଗେଈଲୁଣ୍ଡା ଲୋ
ମୁଁ ପରା ତୋର କିଉଟୁ ମୁଣ୍ଡା
Music Video of Cute Munda Odia Song
How to Plan For an Internet Business